Below header

ବାତ୍ୟା ଜଓ୍ୱାଦର କ୍ଷୟ କ୍ଷତି ଆକାଳନ ପାଇଁ ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍‌, ୬ ଜିଲ୍ଲା କରିବେ ଗସ୍ତ

କେନ୍ୟୁଜ୍(ବ୍ୟୁରୋ): ବାତ୍ୟା ଜଓ୍ଵାଦ ଜନିତ କ୍ଷୟକ୍ଷତିର ଆକଳନ ପାଇଁ ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍‌ । ଗତକାଲି ଭୁବନେଶ୍ୱରରେ ଏକ ୪ ଜଣିଆ ଟିମ୍‌ ପହଞ୍ଚିଛି । କେନ୍ଦ୍ର ଗୃହ ବିଭାଗ ଅଧୀନରେ ଥିବା CEPI ବିଭାଗର ଯୁଗ୍ମ ସଚିବ ସୌରଭ ରାୟଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍‌ ଜଓ୍ଵାଦ ପ୍ରଭାବିତ ଅଞ୍ଚଳ ଗସ୍ତ କରିବ । ଏହି ଟିମ୍‌ ୩ ଦିନିଆ ଓ଼ଡ଼ିଶା ଗସ୍ତରେ ଆସିଛି ।

src with central team

୬ଟି ଜିଲ୍ଲା କଟକ, ଯାଜପୁର, ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ଗସ୍ତ କରି କ୍ଷୟକ୍ଷତିର ଆକଳନ କରିବ କେନ୍ଦ୍ରୀୟ ଟିମ୍‌ । ଏହାପରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ । ଆଜି୪ ଜଣିଆ କେନ୍ଦ୍ରୀୟ ଟିମ ସହ SRC ପ୍ରଦୀପ ଜେନା  ଆଲୋଚନା କରିଛନ୍ତି ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.