ବିଦ୍ୟୁତ ବେଗରେ ଚାଲିଛି କିମ୍ସ ହସ୍ପିଟାଲ Covid-19 ବିଭାଗର କାମ, ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ, ଫାଇଭ୍‌ ଟି ସଚିବ ଭି କେ ପାଣ୍ଡିଆନ୍‌,

କେନ୍ୟୁଜ୍(ବ୍ୟୁରୋ): ୧୪ ଦିନ ଭିତରେ କାର୍ଯ୍ୟକ୍ଷମ ହେବ କିମ୍‌ସ କୋଭିଡ ୧୯ ହସ୍ପିଟାଲ । ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଫାଇଭ୍‌ ଟି ସଚିବ ଭି କେ ପାଣ୍ଡିଆନ୍‌, ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ, ଡିଏମ୍‌ଇଟି ସିବିକେ ମହାନ୍ତି କିମ୍‌ସ ଯାଇ ହସ୍ପିଟାଲ ଅଗ୍ରଗତିର ସମୀକ୍ଷା କରିଛନ୍ତି । କିମ୍‌ସ କୋଭିଡ୍‌ ୧୯ ହସ୍ପିଟାଲ ୫୦୦ ବେଡ ବିଶିଷ୍ଟ । ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଉପଲବ୍ଧ ହେବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.