Below header

କରୋନା ପାଇଁ ୧୧ ହଜାର କଏଦୀଙ୍କୁ ଛଡ଼ାଯିବ ପାରୋଲରେ, ଘୋଷଣା କଲେ ମହାରାଷ୍ଟ୍ର ସରକାର

କରୋନା ପାଇଁ ୧୧ ହଜାର କଏଦୀଙ୍କୁ ଛଡ଼ାଯିବ ପାରୋଲରେ, ଘୋଷଣା କଲେ ମହାରାଷ୍ଟ୍ର ସରକାର
କରୋନାକୁ ଦୃଷ୍ଟରେ ରଖି ଜେଲ୍‌ରେ ବନ୍ଦି ଥିବା ୧୧ ହଜାର କଏଦୀଙ୍କୁ ପାରଲରେ ଛଡ଼ାଯିବ ବୋଲି ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର ।

ଗୁରୁବାର ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ୍‌ ଦେଶମୁଖ ସରକାରୀ ଟ୍ଵିଟର ମାଧ୍ୟମରେ ଏହି ଘୋଷଣାନାମା କରିଛନ୍ତି । ୭ ବର୍ଷରୁ କମ୍‌ ଦଣ୍ଡ ପାଇଥିବା କଏଦୀମାନଙ୍କୁ ପାରୋଲରେ ଛଡ଼ାଯିବ ବୋଲି ଏହି ଘୋଷଣାନାମାରେ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.