ସମ୍ବଲପୁରରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ 5ଟି ସଚିବ ଭି.କେ ପାଣ୍ଡିଆନ୍‌

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁରରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ 5ଟି ସଚିବ ଭି.କେ ପାଣ୍ଡିଆନ୍‌। କ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ତଥା ଇପିକଲ ଅଧ୍ୟକ୍ଷ ହେମନ୍ତ ଶର୍ମା ମଧ୍ୟ ଉପସ୍ଥିତ ଅଛନ୍ତି। ଜମାଦାରପାଲି ଏୟାରଷ୍ଟ୍ରିପରେ ପହଞ୍ଚି ଭିସୁଟ୍‌ ଗସ୍ତ କରିଛନ୍ତି। ସେଠାରେ ରୂପାନ୍ତରିକରଣ କାର୍ଯ୍ୟର ସମୀକ୍ଷା କରିବେ ।

ଏହାପରେ ବୈଜାମୁଣ୍ଡା ସ୍ଥିତ ସମନ୍ଵିତ କମ୍ପ୍ଲେକ୍ସ, ଲେଡି ଲୁଇସ ଉଚ୍ଚ ବାଳିକା ବିଦ୍ୟାଳୟ ଗସ୍ତ କରିବେ। ପରେ ମାଆ ସମଲେଶ୍ୱରୀ ମନ୍ଦିରର ବିକାଶ କାମ ଅଗ୍ରଗତି ନେଇ ସମୀକ୍ଷା କରିବେ । ମୁଖ୍ୟ ସଚିବ ଓ 5ଟି ସଚିବଙ୍କ ସହ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ତଥା ଇପିକଲ ଅଧ୍ୟକ୍ଷ ହେମନ୍ତ ଶର୍ମା ମଧ୍ୟ ଉପସ୍ଥିତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.