Below header

ନବରଙ୍ଗପୁର ପରେ ଜୟପୁର ଗସ୍ତରେ ମୁଖ୍ୟ ଶାସନ ସଚିବ

ଜୟପୁର: ନବରଙ୍ଗପୁର ପରେ ଜୟପୁର ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ସେଠାରେ ପହଞ୍ଚି ଜିଲ୍ଲାର କୋଭିଡ ସ୍ଥିତି ଓ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର କରିବେ ତଦାରଖ ।

ତା ସହ କୋରାପୁଟ ଜିଲ୍ଲାରେ କୋଭିଡ୍‌ ସ୍ଥିତି ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ। ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.