Browsing Tag

jaipur news

୫ ହଜାର ଟଙ୍କାରେ ସ୍ତ୍ରୀକୁ ବିକି ଦେଲା ଜହ୍ଲାଦ ସ୍ୱାମୀ, ସବୁ ସୀମା ପାର୍‌ କରିଦେଲେ ଦୁଇ ସାଙ୍ଗ… ପୁଅ ପହଞ୍ଚି…

ଜୟପୁରରେ ଦୁଷ୍କର୍ମ ମାମଲା ଥମିବାର ନାଁ ନେଉ ନାହିଁ। ଏବେ ପୁଣି ମାଲପୁରା ଗେଟ୍ ଥାନା ଅଞ୍ଚଳରେ ଏକ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ କଳିଯୁଗର ସ୍ୱାମୀ ୫ ହଜାର ଟଙ୍କାରେ ନିଜ ସ୍ତ୍ରୀର ସଉଦା କରି ଦେଇଛି ଏବଂ ତାଙ୍କୁ ଦୁଇ ସାଙ୍ଗଙ୍କ ହାତରେ ଟେକି ଦେଇଛି। ଏ ନେଇ ପୀଡିତା…

ନବରଙ୍ଗପୁର ପରେ ଜୟପୁର ଗସ୍ତରେ ମୁଖ୍ୟ ଶାସନ ସଚିବ

ଜୟପୁର: ନବରଙ୍ଗପୁର ପରେ ଜୟପୁର ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ସେଠାରେ ପହଞ୍ଚି ଜିଲ୍ଲାର କୋଭିଡ ସ୍ଥିତି ଓ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର କରିବେ ତଦାରଖ । ତା ସହ କୋରାପୁଟ ଜିଲ୍ଲାରେ କୋଭିଡ୍‌ ସ୍ଥିତି ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ। ପରେ ଜିଲ୍ଲା ମୁଖ୍ୟ…

ସ୍ତ୍ରୀ ଆଣିଲା ସ୍ବାମୀ ନାଁରେ ସାଂଘାତିକ ଅଭିଯୋଗ, କହିଲା ମୋ ସ୍ୱାମୀଙ୍କର ଅଛନ୍ତି ୨୦ଟି ସ୍ତ୍ରୀ !

ଜୟପୁର: ଜଣେ ସ୍ତ୍ରୀ ଆଣିଲା ସ୍ବାମୀ ନାଁରେ ସାଂଘାତିକ ଅଭିଯୋଗ। ଅଭିଯୋଗଟି ଶୁଣିଲେ ଆପଣବି ହୋଇଯିବେ ଆବାକ୍ । ଆଜିର ଯୁଗରେ ଗୋଟିଏ ବିବାହ କରିବା ପାଇଁ ଭଲ ପୁଅଟିଏ କିମ୍ବା ଗୋଟେ ଭଲ ଝିଅଟିଏ ଖୋଜି ଖୋଜି ପରିବାର ଲୋକେ ଥକି ପଡୁଥିବାବେଳେ , ଜଣେ ବ୍ଯକ୍ତି ଗୋଟିଏ କଣ ଏକା ଥରକେ ୨୦ଟି ସ୍ତ୍ରୀ…

ପୁଣିଥରେ ଚର୍ଚ୍ଚାରେ ଜୟପୁରର ଯୁବ ଇଞ୍ଜିନିୟର, ଭାରତୀୟ ସେନାର ସୁରକ୍ଷା ପାଇଁ ତିଆରି କରିଛନ୍ତି ରୋବଟିକ୍ ହେଲମେଟ୍

ଜୟପୁର: ପୁଣିଥରେ ଚର୍ଚ୍ଚା ରେ ଜୟପୁରର ଯୁବ ଇଞ୍ଜିନିୟର । ପ୍ରସ୍ତୁତ କରିଛନ୍ତି ରୋବଟିକ ହେଲମେଟ । ପ୍ରଥମେ ସେନିଟାଇଜ ମେସିନ ଆଉ ଏବେ ଭିନ୍ନ ଧରଣର ହେଲମେଟ । ଯାହା ତିଆରି କରି ବେଶ୍ ପ୍ରଂଶସା ସାଉଁଟୁଛନ୍ତି ଯୁବ ଇଞ୍ଜିନିୟର ଶିଶିର ମଲିକ । ହେଲମେଟକୁ ଦେଖିଲେ ଆପଣ ବି କିଛି ସମୟ ପାଇଁ…

ଆଠମାସ ପରେ ଝିଅକୁ ଫେରି ପାଇଲା ମା, ଷଡଯନ୍ତ୍ର କରି ଚୋରି କରି ନେଇଯାଇଥିଲେ ଠକ ଦମ୍ପତି

ଜୟପୁର: ମା ଆଖିରେ ଲୁହ । କେତେ ଦିନ କେତେ ରାତି ଯେ ମା ତା ଛୁଆକୁ ଝୁରି ନଥିବ । ଭିକ ମାଗି ବଞ୍ଚୁଥିବା ଏହି ମା ଜଣଙ୍କୁ ରୋଜଗାରର ଆଶା ଦେଖେଇ ତାଙ୍କୁ ଡାକି ନେଇଥିଲେ ମାଲକାନଗିରିକୁ । କିନ୍ତୁ ରୋଜଗାରର ଖୁସିଠୁ ବଳିଗଲା ତାଙ୍କ ଦୁଃଖ । ଖାଇବାରେ ନିଶା ଦେଇ ମା କ୍ଷିର ଖାଉଥିବା ତାଙ୍କ କୁନି…

ପେନସିଲ୍ ମୁନରେ ନେତାଠୁ ଆରମ୍ଭ କରି ଅଭିନେତାଙ୍କ ଅବିକଳ ଚିତ୍ର, ଭୂଷଣଙ୍କ ଫ୍ରେମରେ କଥା କହୁଛି ଏହି ଜୀବନ୍ତ କଳା

ଜୟପୁର: ପେନସିଲ ମୁନରେ ନେତା ଠୁ ଆରମ୍ଭ କରି ଅଭିନେତା , ବିଦେଶୀଙ୍କଠୁ ଆରମ୍ଭ କରି କ୍ରିଡାବିତ୍ । କାଗଜର ଫର୍ଦ ଓଲଟେଇଲେ ଭଳି କି ଭଳି ଚିତ୍ର । ବିନା ଗୁରୁରେ ଓସ୍ତାଦ ଏ ଚିତ୍ରକର । କୋଡିଏ ଟଙ୍କା ର ଉପହାର ତାଙ୍କୁ ଆଜି ଚିତ୍ରକର କରିଦେଇଛି । ଏହେଉଛି କୋରାପୁଟର ଉପାନ୍ତ ଦଶମନ୍ତପୁର ବ୍ଲକ…

ବଞ୍ଚିବା ପାଇଁ ବାଜି ଲାଗିଛି ପାର୍ବତୀଙ୍କ ଜୀବନ, ଅର୍ଥ ଅଭାବରୁ ହୋଇପାରୁନାହିଁ ଚିକିତ୍ସା

ଜୟପୁର: ଖଟରେ ପଡି ରହିଛନ୍ତି ଏନ୍ ପାର୍ବତୀ । ବୟସ ପାଖାପାଖି ୫୦ ହେବ । ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୬ମାସ ଧରି ସେ ଏମିତି ଖଟ ଉପରେ ଅସୁସ୍ଥ ଅବସ୍ଥାରେ ପଡିରହିଛନ୍ତି । ଧୁଡୁ ଧୁଡୁ ଚମ ସାଙ୍ଗକୁ ଶରୀରରେ କେବଳ ହାଡ ଦୁଇଟି ଲାଗିଛି । ପାଣି ଟୋପାଏ ଛାଡିଦେଲେ ପେଟକୁ ଆଉ କିଛି ଯାଉନି ।…