Below header

ଅପହରଣର ହେଲା ପର୍ଦ୍ଦାଫାସ, ମାଆ କୋଳକୁ ଫେରିଲା ୨ବର୍ଷର ଶିଶୁ

ବାରିପଦା (କେନ୍ଯୁଜ୍) : ୨୪ ଘଣ୍ଟା ପରେ ମାଆ କୋଳକୁ ଫେରିଲା ପୁଅ । ବାରିପଦା ଶିଶୁ ଅପହରଣ ଘଟଣାର ପର୍ଦ୍ଦାଫାସ ହୋଇଛି । ଏହି ଘଟଣାରେ ଟିକି ମହାନ୍ତ  ନାମକ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଶନିବାର ସେକ୍‌ ରାଜନଙ୍କ ପୁଅର ଦେହ ଖରାପ ହେବାରୁ ତାକୁ ବାରିପଦା ମେଡିକାଲ ନିଆଯାଇଥିଲା ।

kidnap

ସେଠାରେ ଅଞ୍ଜନା ନାମକ ଜଣେ ମହିଳା ନିଜକୁ ନର୍ସର ପରିଚୟ ଦେଇ ସେକ୍‌ ରାଜନଙ୍କ ସ୍ତ୍ରୀଙ୍କ ସହ ବନ୍ଧୁତା କରିଥିଲେ । ତାଙ୍କ ଘରକୁ ମଧ୍ୟ ଯାଇଥିଲେ ସଂପୃକ୍ତ ମହିଳା । ରବିବାର ସଂନ୍ଧ୍ୟାରେ ଅଞ୍ଜନା ଘରୁ ତାଙ୍କ ପୁଅକୁ ନେଇ ପଳାଇଥିବା ନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.