Below header

ମଝି ଚିଲିକାରେ ବୋଟ୍ : ଅଟକିଲେ ୨ଟିବସ୍, କାର୍ ଓ ଶହ ଶହ ଯାତ୍ରୀ

ବ୍ରହ୍ମଗିରି (କେନ୍ୟୁଜ୍) : ମଝି ଚିଲିକାରେ ଅଟକିଲା ବୋଟ୍। ଦୁଇ ଗାଁ ମଧ୍ୟରେ ବିବାଦ ଯୋଗୁଁ ପାଣି ଭିତରେ ଡଙ୍ଗା ଅଟକି ରହିଛି। ମଇଁସା-ଜହ୍ନିକୁଦା ମଧ୍ୟରେ ଡ଼ଙ୍ଗା ଚାଳନାକୁ ନେଇ ବିବାଦ ଦେଖାଦେବାରୁ ଗାଁଲୋକେ ୨ଟି ଡଙ୍ଗାକୁ ଅଟକାଇ ରଖିଛନ୍ତି। ଫଳରେ ଏଥିରେ ପୁରୀରୁ ବ୍ରହ୍ମପୁର ଯାଉଥିବା ୨ଟିବସ୍, କାର୍ ଓ ଶହ ଶହ ଯାତ୍ରୀ ଅଛନ୍ତି। ଫଳରେ କୂଳକୁ ଫେରିନପାରି ଲୋକେ ହନ୍ତସନ୍ତ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.