Below header
Browsing Tag

chilika boat

ଯାନ୍ତ୍ରିକ ତ୍ରୁଟି ପାଇଁ ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡ଼ଙ୍ଗା : ୨୫ରୁ ଉର୍ଦ୍ଧ୍ବ ଯାତ୍ରୀ, ୧୦ଟି ବାଇକ

ଚିଲିକା (କେନ୍ୟୁଜ) : ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ପାଇଁ ଚିଲିକା ମଝିରେ ଫସିଲା ଯାତ୍ରୀ ବାହୀ ଘାଟ ଡ଼ଙ୍ଗା । ଡଙ୍ଗାରେ ୨୫ରୁ ଉର୍ଦ୍ଧ୍ବ ଯାତ୍ରୀ ଅଛନ୍ତି । ଏହାସହ ୧୦ଟି ବାଇକ ରହିଛି। ଡଙ୍ଗାଟି ସାତପଡ଼ାରୁ ଜହ୍ନିକୁଦାକୁ ଯାଉଥିବାବେଳେ ଚିଲିକା ମଝିରେ…

ମଝି ଚିଲିକାରୁ ଉଦ୍ଧାର ହେଲେ ସମସ୍ତ ୬୦ ଡଙ୍ଗା ଯାତ୍ରୀ, ୧ଘଣ୍ଟା ଧରି ଫସି ରହିଥିଲେ

ବ୍ରହ୍ମଗିରି (କେନ୍ୟୁଜ): ଚିଲିକା ମଝିରେ ଫସିଥିବା ଯାତ୍ରୀବାହୀ ଡଙ୍ଗାରୁ ଉଦ୍ଧାର ହେଲେ ସମସ୍ତ ଯାତ୍ରୀ। ସାତପଡ଼ା ଚିଲିକାରେ ଆଜି ଦିନ ପ୍ରାୟ ୧ଟା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଫସି ଯାଇଥିଲା ଡଙ୍ଗା। ତେବେ ଅଳ୍ପକେ ବର୍ତ୍ତିଗଲେ ୬୦ ଯାତ୍ରୀ । ଡଙ୍ଗାରେ ୬୦ ଯାତ୍ରୀ ଓ ୩୦ରୁ ଉର୍ଦ୍ଧ୍ବ…

ଚାଳିଶ ମିନିଟ୍‌ ଅଚଳ ଡଙ୍ଗାରେ ମଝି ଚିଲିକାରେ ଅଟକିଲେ, ଡରିଗଲେ ଯାତ୍ରୀ, ମତ୍ସ୍ୟଜୀବୀ କଲେ ଉଦ୍ଧାର

ବ୍ରହ୍ମଗିରି (କେନ୍ୟୁଜ୍‌) : ମଝି ଚିଲିକାରେ ଅଟକି ଗଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ଛାନିଆଁ ହୋଇଗଲେ । କାରଣ ନା ଆଗକୁ ନା ପଛକୁ ଯାଇ ହେଉଥାଏ । ଡଙ୍ଗାରେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଏବଂ ୧୫ଟି ବାଇକ୍‌ ରହିଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗା ଫସିଗଲା ମଝି…

ଇନ୍ଦ୍ରାବତୀ ଜଳଭଣ୍ଡାରରେ ଫସିଲା ଦେଶୀ ଡଙ୍ଗା, ୭ ଯାତ୍ରୀଙ୍କୁ ଉଦ୍ଧାର କଲା ବୋଟ ଆମ୍ବୁଲାନ୍ସ

ନବରଙ୍ଗପୁର(କେନ୍ଯୁଜ୍): ଜଳଯାତ୍ରା ସମୟରେ ଟଳିଲା ବଡ଼ ଅଘଟଣ । ଜଳଭଣ୍ଡାର ମଧ୍ୟରେ ଦୀର୍ଘ ସମୟ ଧରି ଫସି ରହିଥିଲେ ଯାତ୍ରୀ । ଯାତ୍ରୀଙ୍କୁ ଉଦ୍ଧାର କଲେ ବୋଟ୍ ଆମ୍ବୁଲାନ୍ସ କର୍ମଚାରୀ । ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଜଳଭଣ୍ଡାରରେ ଦକ୍ଷିଣା ପବନ ଯୋଗୁଁ ଜଳଭଣ୍ଡାରର ମଝିରେ ଫସି ରହିଥିଲା…

ମଝି ଚିଲିକାରେ ବୋଟ୍ : ଅଟକିଲେ ୨ଟିବସ୍, କାର୍ ଓ ଶହ ଶହ ଯାତ୍ରୀ

ବ୍ରହ୍ମଗିରି (କେନ୍ୟୁଜ୍) : ମଝି ଚିଲିକାରେ ଅଟକିଲା ବୋଟ୍। ଦୁଇ ଗାଁ ମଧ୍ୟରେ ବିବାଦ ଯୋଗୁଁ ପାଣି ଭିତରେ ଡଙ୍ଗା ଅଟକି ରହିଛି। ମଇଁସା-ଜହ୍ନିକୁଦା ମଧ୍ୟରେ ଡ଼ଙ୍ଗା ଚାଳନାକୁ ନେଇ ବିବାଦ ଦେଖାଦେବାରୁ ଗାଁଲୋକେ ୨ଟି ଡଙ୍ଗାକୁ ଅଟକାଇ ରଖିଛନ୍ତି। ଫଳରେ ଏଥିରେ ପୁରୀରୁ ବ୍ରହ୍ମପୁର ଯାଉଥିବା…