Below header

ମୟୂରଭଂଜ ଜିଲ୍ଲାର ୮ଟି ନିର୍ବାଚନ ମଣ୍ଡଳୀରେ ପର୍ଯ୍ୟବେକ୍ଷକ ଦାୟିତ୍ବରେ ୪ ନେତା, ଜାଣନ୍ତୁ ସେମାନେ କିଏ?

ଭୁବନେଶ୍ୱର: ମୟୂରଭଂଜ ଜିଲ୍ଲାର ୮ଟି ନିର୍ବାଚନ ମଣ୍ଡଳୀରେ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛି ବିଜୁ ଜନତା ଦଳ । ଏହି ୮ଟି ନିର୍ବାଚନ ମଣ୍ଡଳୀରେ ୪ ଜଣଙ୍କୁ ଦାୟିତ୍ୱ ମିଳିଛି। ଦାୟିତ୍ୱ ପାଇଥିବା ନେତାମାନେ ହେଲେ ବ୍ୟୋମକେଶ ରାୟ, ମୁକ୍ତିକାନ୍ତ ମଣ୍ଡଳ, ସଂଜୀବ ମଲ୍ଲିକ ଓ ସୁଶାନ୍ତ ରାଉତ। ସେହିପରି ଉଦଳା ଓ ବଡ଼ସାହି ନିର୍ବାଚନ ମଣ୍ଡଳୀ ପାଇଁ ସଂଜୀବ ମଲ୍ଲିକଙ୍କୁ ଦାୟିତ୍ୱ ମିଳିଥିବା ବେଳେ ସୁଶାନ୍ତ ରାଉତଙ୍କୁ ବାରିପଦା ଓ ମୋରଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.