Below header

ଜାପାନରେ ସାମୁଦ୍ରିକ ଝଡ଼ ହଗିବିସ୍‌କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ଵିଟ୍, କହିଲେ ଆମେ ସମସ୍ତେ ଏକତ୍ରିତ ହେବା ଜରୁରୀ

ଭୁବନେଶ୍ବର(କେନ୍ୟୁଜ୍): ଜାପାନରେ ସାମୁଦ୍ରିକ ଝଡ଼ ହଗିବିସ୍‌କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ଵିଟ୍ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଜାପାନ ସରକାରଙ୍କ ସହ ଓଡ଼ିଶା ଛିଡ଼ା ହୋଇଛି । ଜାପାନର ଲକ୍ଷ ଲକ୍ଷ ଲୋକଙ୍କ ସୁରକ୍ଷା ପାଇଁ ଆମେ ପ୍ରାର୍ଥନା କରୁଛୁ । ପ୍ରତିଟି ଜୀବନ ମୂଲ୍ୟବାନ, ଆମେ ସମସ୍ତେ ଏକତ୍ରିତ ହେବା ଜରୁରୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.