Below header

କରୋନା ମୁକାବିଲାରେ ନିୟୋଜିତ ଡାକ୍ତର ଓ ଅନ୍ୟ କର୍ମୀଙ୍କୁ କୃତଜ୍ଞତା ଜଣାଇ ମୁଖ୍ୟମନ୍ତ୍ରୀ, ଛାତ ଉପରକୁ ଆସି ତାଳି ମାରିଲେ, ଘଣ୍ଟ ବଜାଇଲେ

କେନ୍ୟୁଜ୍(ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଘର ଛାତ ଉପରକୁ ଆସି ତାଳି ମାରିଥିଲେ, ଘଣ୍ଟ ବଜାଇ ଥିଲେ। କରୋନା ମୁକାବିଲାରେ ନିୟୋଜିତ ଡାକ୍ତର ଓ ଅନ୍ୟ କର୍ମୀୀଙ୍କୁ କୃତଜ୍ଞତା ଜଣାଇ ଥିଲେ। ପ୍ରଧାନମନ୍ତ୍ରୀ ଜନତା କରଫ୍ୟୁ ଘୋଷଣା ଦିନ ନବୀନ ଅହ୍ଵାନ ଦେଇଥିଲେ, ଗୋଟିଏ ଦେଶ ହୋଇ ସମସ୍ତେ ଏକାଠି ହୁଅ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲକୁ ସମର୍ଥନ କର। କହିଥିଲେ, ଅସାଧାରଣ ପରିସ୍ଥିତ ପାଇଁ ଅସାଧାରଣ ପ୍ରତିକ୍ରିୟା ଆବଶ୍ୟକ। କୋଭିଡ୍‌ ୧୯ ସମଗ୍ର ମାନବ ସଭ୍ୟତା ପାଇଁ ବିପଦ। ଏହାପରେ ରାଜ୍ୟ ସରକାର ଲକ୍‌ ଡାଉନ ଭଳି ଅସାଧାରଣ ପଦକ୍ଷେପ ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.