Below header

କାଲି ସରୁଛି ଅନଲକ୍‌ ଓ୍ଵାନ୍,୧୦ ସୂତ୍ରୀ ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):  କାଲି ସରୁଛି ଅନଲକ୍‌ ଓ୍ଵାନ୍‌ । ତାପୂର୍ବରୁ ଆଜି ସବୁ ଜିଲ୍ଲାପାଳ ଓ ଏସପିଙ୍କଠାରୁ ମତାମତ ନେଲେ ମୁଖ୍ୟମନ୍ତ୍ରୀ । ୧୦ ସୂତ୍ରୀ ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମୁକାବିଲା କ୍ଷେତ୍ରରେ ଆଗକୁ କଣ କରାଯିବ ? ଲକଡାଉନ୍‌ର ରୂପରେଖ କିଭଳି ରହିବ ? ସେନେଇ ମତାମତ ମାଗିଥିଲେ ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.