ବରିଷ୍ଠ ଆଇଏଏସ୍‌ଙ୍କୁ ହସ୍ପିଟାଲ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍):   ବରିଷ୍ଠ ଆଇଏଏସ୍‌ଙ୍କୁ ହସ୍ପିଟାଲ ଦାୟିତ୍ୱ। ୧୩ ମେଡିକାଲ କଲେଜ ଓ ହସ୍ପିଟାଲ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଂଯୋଜକ ଭାବେ ବରିଷ୍ଠ ଆଇଏଏସ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି। ସୁନ୍ଦରଗଡ଼ ମେଡିକାଲ କଲେଜ ଓ ଭୀମସାର ଦାୟିତ୍ୱରେ ବି ରହିବେ ସୁରେଶ ମହାପାତ୍ର। ବାଲେଶ୍ୱର ଓ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଦାୟିତ୍ୱ ଦିଆଯାଇଛି ପ୍ରଦୀପ୍ତ ମହାପାତ୍ରଙ୍କୁ। କନ୍ଧମାଳ ମେଡିକାଲ କଲେଜ ଦାୟିତ୍ୱରେ ନିକୁଞ୍ଜ ଧଳ, କେନ୍ଦୁଝର ମେଡିକାଲ କଲେଜ ପାଇଁ ରାଜକୁମାର ଶର୍ମା, ଯାଜପୁର ମେଡିକାଲ କଲେଜ ପାଇଁ ମୋନା ଶର୍ମା, ଅନୁଗୁଳ ପାଇଁ ଅନୁ ଗର୍ଗ, ବଲାଙ୍ଗିର ମେଡିକାଲ କଲେଜ ପାଇଁ ନିକୁଞ୍ଜ ବିହାରୀ ଧଳଙ୍କୁ ଦାୟିତ୍ୱ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.