Below header

କଳିଙ୍ଗ ଷ୍ଟାଡିୟମ ସମେତ ଗଞ୍ଜାମର ଛତ୍ରପୁର ଓ ହିଞ୍ଜିଳିକାଟୁରେ ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):  କ୍ରୀଡ଼ାର ବିକାଶ କ୍ଷେତ୍ରରେ ଆଉ ଏକ ଅଧ୍ୟାୟ । ଉଦ୍‌ଘାଟିତ ହେଲା ୩ଟି ନୂଆ ସ୍ପୋର୍ଟସ୍‌ କମ୍ପ୍ଲେକ୍ସ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସମେତ ଗଞ୍ଜାମର ଛତ୍ରପୁର ଓ ହିଞ୍ଜିଳିକାଟୁରେ ସ୍ପୋର୍ଟସ୍‌ କମ୍ପ୍ଲେକ୍ସ ଉଦ୍‌ଘାଟିତ ହୋଇଛି । ଭିଡିଡ଼ କନଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, କ୍ରୀଡ଼ା କ୍ଷେତ୍ରରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣିବା ଆମର ଲକ୍ଷ୍ୟ । ଆଥଲେଟ୍‌ ଦୂତୀ ଚାନ୍ଦ୍ରଙ୍କ ସମେତ ବହୁ କ୍ରୀଡ଼ାବିତ୍‌ଙ୍କୁ ଅଭିନନ୍ଦନ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ହିଞ୍ଜିଳିକାଟୁରେ ୧୧ କୋଟି ଏବଂ ଛତ୍ରପୁରରେ ୨ କୋଟି ୬୧ ଲକ୍ଷ ବ୍ୟୟରେ ନିର୍ମାଣ ହୋଇଛି ଇନ୍‌ଡୋର ଷ୍ଟାଡିୟମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.