ଆଭ୍ୟନ୍ତରୀଣ ଓଡ଼ିଶାରେ ବଢୁଛି ଶୀତ: ଘନ କୁହଡି ଯୋଗୁ ଯାତାୟାତ ବାଧାପ୍ରାପ୍ତ

କେନ୍ୟୁଜ୍(ବ୍ୟୁରୋ): କମୁଛି ତାପମାତ୍ରା, ବଢୁଛି ଶୀତ । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ବଢୁଛି ଶୀତ । ଜି ଉଦୟଗିରିରେ ସର୍ବନିମ୍ନ ୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିଭଳି ଫୁଲବାଣୀରେ ୧୧ ଡିଗ୍ରୀ, ଦାରିଙ୍ଗବାଡୀରେ ୧୦ ଡିଗ୍ରୀ ରେକର୍ଡ ହୋଇଛି । କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାରଦ ଖସୁଛି । ଶୀତ ସାଙ୍ଗକୁ ଘନ କୁହୁଡି ଲାଗି ରହୁଥିବାରୁ ଗାଡି ଚଳାଚଳରେ ବାଧା ଉପୁଜୁଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକ ନିଆଁ ପୁଇଁ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.