ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ଅଣ୍ଟା ଭିଡ଼ିଲା ବିଏମସି: ସମସ୍ତେ ୨ଟି ଡଷ୍ଟବିନ୍‌ ରଖିବେ

ଭୁବନେଶ୍ବର(କେନ୍ୟୁଜ୍): ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଅଣ୍ଟା ଭିଡ଼ିଲା ଭୁବନେଶ୍ୱର ମହାନଗର ନିଗମ । ଭୁବନେଶ୍ୱର ମୁନସିପାଲିଟି ଜୁରିସଡିକସନ୍‌ ଅଧିନରେ ଆସୁଥିବା ସାଧାରଣ ଲୋକ, ବ୍ୟବସାୟୀ, ରାସ୍ତାକଡ ବ୍ୟବସାୟୀ ସମସ୍ତେ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ତାଗିଦ୍‌ ।

୫ମିଟର ପରିଧି ଭିତରେ ସମସ୍ତେ ନିଜ ପରିବେଶକୁ ସଫା ରଖିବେ । ସମସ୍ତେ ୨ଟି ଡଷ୍ଟବିନ୍‌ ରଖିବେ । ଓଦା ବସ୍ତୁ ଓ ଶୁଖିଲା ବସ୍ତୁ ଅଲଗା ଅଲଗା କରି ଡଷ୍ଟବିନ୍‌ରେ ପକାଇବେ । ନିୟମରେ ଖିଲାପ ତଲେ ଗଣିବେ ଫାଇନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.