Below header
Browsing Tag

bmc sanitation

ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ଅଣ୍ଟା ଭିଡ଼ିଲା ବିଏମସି: ସମସ୍ତେ ୨ଟି ଡଷ୍ଟବିନ୍‌ ରଖିବେ

ଭୁବନେଶ୍ବର(କେନ୍ୟୁଜ୍): ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଅଣ୍ଟା ଭିଡ଼ିଲା ଭୁବନେଶ୍ୱର ମହାନଗର ନିଗମ । ଭୁବନେଶ୍ୱର ମୁନସିପାଲିଟି ଜୁରିସଡିକସନ୍‌ ଅଧିନରେ ଆସୁଥିବା ସାଧାରଣ ଲୋକ, ବ୍ୟବସାୟୀ, ରାସ୍ତାକଡ ବ୍ୟବସାୟୀ ସମସ୍ତେ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ତାଗିଦ୍‌ । ୫ମିଟର…