୮ ବର୍ଷ ଲିଭଇନ ସମ୍ପର୍କ ପରେ ଧୋକା ଦେଲେ ବୟଫ୍ରେଣ୍ଡ, ମହିଳା ଥାନାରେ ଏତଲା ଦେଲେ ରାଣୀ ପଣ୍ଡା

ମହିଳା ଥାନାରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା। ପୁରୁଷ ବନ୍ଧୁଙ୍କ ବିରୋଧରେ ଆଣିଛନ୍ତି ଅଭିଯୋଗ । ବିବାହ ପ୍ରଲୋଭନ ଦେଖାଇ ପ୍ରେମ ଓ ପ୍ରାତରଣା କିରିଥିବା ଅଭିଯୋଗ କରିଛନ୍ତି ରାଣୀ ପଣ୍ଡା ।

ଭୁବନେଶ୍ୱର (କେନ୍ୟୁଜ): ମହିଳା ଥାନାରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ପୁରୁଷ ବନ୍ଧୁଙ୍କ ବିରୋଧରେ ଆଣିଛନ୍ତି ଅଭିଯୋଗ ।  ବିବାହ ପ୍ରଲୋଭନ ଦେଖାଇ ପ୍ରେମ ଓ ପ୍ରାତରଣା କିରିଥିବା ଅଭିଯୋଗ କରିଛନ୍ତି ରାଣୀ ପଣ୍ଡା ।  ୮ ବର୍ଷ ସମ୍ପର୍କ ରଖିବା ପରେ ଧୋକା ଦେଇଥିବା ଅଭିଯୋଗ କରିଛନ୍ତି ।  ଲିଭ୍-ଇନ ରେ ରହୁଥିଲେ ରାଣୀ ଓ ତାଙ୍କ ପୁରୁଷ ବନ୍ଧୁ ।  ପୁରୁଷ ବନ୍ଧୁ ବିବାହ କରୁଥିବା ଜାଣି ସେ ଥାନାରେ ଏତଲା ଦେଇଛନ୍ତି ।  ପୁରୁଷ ବନ୍ଧୁଙ୍କ ସହ ଅନ୍ୟ ୩ ଜଣଙ୍କ ନାଁରେ ମଧ୍ୟ ଏତଲା ଦେଇଛନ୍ତି ରାଣୀ ପଣ୍ଡା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.