୮ ବର୍ଷ ଲିଭଇନ ସମ୍ପର୍କ ପରେ ଧୋକା ଦେଲେ ବୟଫ୍ରେଣ୍ଡ, ମହିଳା ଥାନାରେ ଏତଲା ଦେଲେ ରାଣୀ ପଣ୍ଡା
ଭୁବନେଶ୍ୱର (କେନ୍ୟୁଜ): ମହିଳା ଥାନାରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ପୁରୁଷ ବନ୍ଧୁଙ୍କ ବିରୋଧରେ ଆଣିଛନ୍ତି ଅଭିଯୋଗ । ବିବାହ ପ୍ରଲୋଭନ ଦେଖାଇ ପ୍ରେମ ଓ ପ୍ରାତରଣା କିରିଥିବା ଅଭିଯୋଗ କରିଛନ୍ତି ରାଣୀ ପଣ୍ଡା । ୮ ବର୍ଷ ସମ୍ପର୍କ ରଖିବା ପରେ ଧୋକା ଦେଇଥିବା ଅଭିଯୋଗ କରିଛନ୍ତି । …