ଗୁଳି ମାଡ଼ରେ ଗୁରୁତର ହୋଇଥିବା ଆସିକା ବିଧାନସଭା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କ ମୃତ୍ୟୁ

ଆସିକା: ଗୁଳି ମାଡ଼ରେ ଗୁରୁତର ହୋଇଥିବା ଆସିକା ବିଧାନସଭା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତିରେ ମନୋଜଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଗୁରୁତର ଅବସ୍ଥାରେ ମନୋଜଙ୍କୁ ପ୍ରଥମେ ବ୍ରହ୍ମପୁର  ପରେ ଭୁବନେଶ୍ୱର ପଠାଯାଇଥିଲା ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.