ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଘୋଷଣା କଲା କର୍ପୋରେଟର ପ୍ରାର୍ଥୀ ତାଲିକା: ନଜର ପକାନ୍ତୁ

ଭୁବନେଶ୍ୱର(କେନ୍ୟୁଜ୍): ପଞ୍ଚାୟତ ପରେ ଏବେ ପୌର ର୍ନିବାଚନ ଉପରେ ସମସ୍ତଙ୍କ ନଜର । ନାମାଙ୍କନ ପତ୍ର ଦାଖଲ ଚାଲିଛି । ପୌରାଞ୍ଚଳ ଭୋଟ ପାଇଁ ଆଶାୟୀଙ୍କ ଭିଡ ଜମୁଛି । ଭୁବନେଶ୍ୱର ମହାନଗର ନିଗମ ମେୟର ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ମଧୁସ୍ମିତା ଆଚାର୍ଯ୍ୟ ନାଁରେ ମୋହର ମାରିଛି ଦଳ । ମଧୁସ୍ମିତା ଧର୍ମଶାଳାର ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡାଙ୍କ ବୋହୂ । ସେହିପରି ଆଜି ଅପରାହ୍ନରେ ପ୍ରଥମ ପର୍ଯ୍ୟାୟରେ ୩୦ ଜଣିଆ କର୍ପୋରେଟର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଓ୍ୱାର୍ଡ ଅନୁସାରେ ପ୍ରାର୍ଥୀଙ୍କ ନାମ ଉପରେ ନଜର ପକାନ୍ତୁ ..
୧. କାଜଲ ମଣ୍ଡଳ ଓ୍ୱାର୍ଡ ନଂ-୧
୨. ସୁକାନ୍ତି ଜେନା ଓ୍ୱାର୍ଡ ନଂ-୩
୩. ପ୍ରଦୀପ କୁମାର ପଟ୍ଟନାୟକ ଓ୍ୱାର୍ଡ ନଂ-୪
୪. ସୁଜିତ କୁମାର ସାହୁ ଓ୍ୱାର୍ଡ ନଂ-୬
୫. ମନୋଜ କୁମାର ମହାପାତ୍ର ଓ୍ୱାର୍ଡ ନଂ-୭
୬. ଶ୍ରୀଧର ବଳିଆର ସିଂ ଓ୍ୱାର୍ଡ ନଂ-୧୦
୭. ଶୈଳବାଳା ମହାପାତ୍ର ଓ୍ୱାର୍ଡ ନଂ-୧୩
୮. ସୁପ୍ରିୟା ମହାପାତ୍ର ଓ୍ୱାର୍ଡ ନଂ-୧୪
୯. ଲିପ୍ସା ମହାନ୍ତି ଓ୍ୱାର୍ଡ ନଂ-୧୫
୧୦. ନଗମା ଖାତୁନ ଓ୍ୱାର୍ଡ ନଂ- ୧୬
୧୧. ନିବାସ କୁମାର ଭୋଇ ଓ୍ୱାର୍ଡ ନଂ-୧୮
୧୨. ମଂଟୁ ମଲ୍ଲିକ ଓ୍ୱାର୍ଡ ନଂ- ୨୪
୧୩. ପବିତ୍ର ଦାସ ଓ୍ୱାର୍ଡ ନଂ-୨୫
୧୪. ପଦ୍ମିନୀ ମାରାଣ୍ଡି ଓ୍ୱାର୍ଡ ନଂ-୨୬
୧୫. ଅନିଲ କୁମାର ଦାସ ଓ୍ୱାର୍ଡ ନଂ-୨୭
୧୬. ଅଞ୍ଜଳି ସାହୁ ଓ୍ୱାର୍ଡ ନଂ- ୨୮
୧୭. ସ୍ମୃତି ରଞ୍ଜନ ତ୍ରିପାଠୀ ଓ୍ୱାର୍ଡ ନଂ-୩୦
୧୮. ମମତା ମଲ୍ଲିକ ଓ୍ୱାର୍ଡ ନଂ- ୩୫
୧୯. ଲିଜା ମହାନ୍ତି ଓ୍ୱାର୍ଡ ନଂ- ୩୯
୨୦. ପ୍ରତିମା ମହାନ୍ତି ଓ୍ୱାର୍ଡ ନଂ- ୪୧
୨୧. ପ୍ରଭାତ କୁମାର ପ୍ରତାପ ସିଂ ଓ୍ୱାର୍ଡ ନଂ- ୪୪
୨୨. ବିଭୁ ପ୍ରସାଦ ଜେନା ଓ୍ୱାର୍ଡ ନଂ-୫୦
୨୩. ନିବାସୀ ଦେଇ ଓ୍ୱାର୍ଡ ନଂ-୫୩
୨୪. ପୁଷ୍ପିତା ଦାସ ଓ୍ୱାର୍ଡ ନଂ- ୫୪
୨୫. ସଂଜୟ କୁମାର ପରିଡ଼ା ଓ୍ୱାର୍ଡ ନଂ-୫୬
୨୬. ମିହିର ରଞ୍ଜନ ଆଚାର୍ଯ୍ୟ ଓ୍ୱାର୍ଡ ନଂ- ୫୭
୨୭. ଦେବୀ ପ୍ରସାଦ ସ୍ୱାଇଁ ଓ୍ୱାର୍ଡ ନଂ-୫୯
୨୮. ନାରାୟଣ ଜେନା ଓ୍ୱାର୍ଡ ନଂ-୬୧
୨୯. ନିତିଶା ମହାନ୍ତି ଓ୍ୱାର୍ଡ ନଂ-୬୩
୩୦. ଶିବାନୀ ଶିବଦର୍ଶିନୀ ମହାନ୍ତି ଓ୍ୱାର୍ଡ ନଂ-୬୭