କଟକ : ବାଦାମବାଡ଼ି ଛକରେ ଅଭିନବ ଉପାୟରେ ପ୍ରତିବାଦ କଲା କଂଗ୍ରେସ

କଟକ (କେନ୍ଯୁଜ୍) : ତୈଳ ଦର ବଦ୍ଧିକୁ କେନ୍ଦ୍ରକରି ଆଜି ସାରା ଦେଶରେ କଂଗ୍ରେସ ବନ୍ଦ ପାଳନ କରୁଥିବାବେଳେ ଏହାର ପ୍ରଭାବ କଟକ ସହରରେ ମଧ୍ୟ ଦେଖିବାକୁ ମିଳିଛି । ବନ୍ଦ ପାଳନ ବେଳେ ବାଦାମବାଡ଼ି ଛକରେ ଅଭିନବ ଉପାୟରେ ପ୍ରତିବାଦ କରାଯାଇଥିଲା । କଂଗ୍ରେସ କର୍ମୀ ଓ ନେତାମାନେ ବାଦାମବାଡ଼ି ରାସ୍ତା ଉପରେ ବାଇକ୍‌ ରଖି କ୍ରିକେଟ୍‌ ଖେଳିଥିଲେ । କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ୍‌ ମଧ୍ୟ ରାସ୍ତା ଉପରେ କ୍ରିକେଟ୍‌ ଖେଳିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.