Below header

ଟ୍ରକ ଧକ୍କାରେ ତୁରୁମୁଙ୍ଗା ଥାନା କନେଷ୍ଟବଳ ମୃତ

ତୁରୁମୁଙ୍ଗା ଥାନା ଝାରବେଡ଼ା ନିକଟରେ ରାସ୍ତା ପାର ହେଉଥିବା ସମୟରେ ଟ୍ରକ ଧକ୍କାରେ ତୁରୁମୁଙ୍ଗା ଥାନା କନେଷ୍ଟବଳ ମୃତ । ମୃତ କନେଷ୍ଟବଳ ରଘୁନାଥ ମୂର୍ମୁ ତୁରୁମୁଙ୍ଗା ଥାନାରେ କାର୍ଯ୍ୟ କରୁଥିବା ସମୟରେ ଟ୍ରକ ଚାପି ଦେବାରୁ ମୃତ୍ୟୁ ବରଣ କରିଛନ୍ତି I

କେନ୍ଦୁଝର(କେନ୍ୟୁଜ):  ତୁରୁମୁଙ୍ଗା ଥାନା ଝାରବେଡ଼ା ନିକଟରେ ରାସ୍ତା ପାର ହେଉଥିବା ସମୟରେ ଟ୍ରକ ଧକ୍କାରେ ତୁରୁମୁଙ୍ଗା ଥାନା କନେଷ୍ଟବଳ ମୃତ । ମୃତ କନେଷ୍ଟବଳ ରଘୁନାଥ ମୂର୍ମୁ ତୁରୁମୁଙ୍ଗା ଥାନାରେ କାର୍ଯ୍ୟ କରୁଥିବା ସମୟରେ ଟ୍ରକ ଚାପି ଦେବାରୁ ମୃତ୍ୟୁ ବରଣ କରିଛନ୍ତି I ସେ ତୁରୁମୁଙ୍ଗା ଥାନାରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ଘର ମୟୁରଭଞ୍ଜ ଜିଲ୍ଲାର ଯଶିପୁର ଅଞ୍ଚଳରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.