Below header

ବାଲେଶ୍ୱର ଶେରଗଡ଼ରୁ ଶତାଧିକ ଗୋରୁ ଉଦ୍ଧାର, ଦୁଇଟି କଣ୍ଟେନରରେ କୋଲକାତା ଯାଉଥିବାବେଳେ ଜବତ

ବାଲେଶ୍ୱର(କେନ୍ୟୁଜ୍): ବାଲେଶ୍ୱର ଶେରଗଡ଼ ନିକଟରୁ ଶତାଧିକ ଗୋରୁ ଉଦ୍ଧାର । ଦୁଇଟି କଣ୍ଟେନରରେ ଗୋରୁ ବୋଝେଇ ହୋଇ କୋଲକାତା ଯାଉଥିବା ବେଳେ ଜବତ ହୋଇଛି । ଗୋ ସୁରକ୍ଷା ବାହିନୀ ଓ ବଜରଙ୍ଗ ଦଳର କର୍ମକର୍ତ୍ତା କଣ୍ଟେନରକୁ ଅଟକ ରଖିଥିଲେ । କଣ୍ଟେନର କୋଲକାତା ଅଭିମୁଖେ ଯାଉଥିଲା । କଣ୍ଟେନର ଅଟକ ରଖିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.