ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ ସୁସ୍ଥ ହେଲେ ୧୧ ହଜାର ୫୫୧ ଜଣ

ଭୁବନେଶ୍ୱର(କେ ନ୍ୟୁଜ): ଗତ ୨୪ ଘଣ୍ଟା ଭିତରେ ଓଡ଼ିଶାରୁ ୧୧ ହଜାର ୫୫୧ ଜଣ ସୁସ୍ଥ ହୋଇଛନ୍ତି | ଯାହାକୁ ମିଶାଇ ୬ ଲକ୍ଷ ୩୫ ହଜାର ୧୭୯ କୁ ବୃଦ୍ଧି ପାଇଛି | ଆଜିବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୩୫ ଅଛନ୍ତି | ଏହା ପଛକୁ ରହିଛି ସୁନ୍ଦରଗଡ | ଯେବେକି ୭୦୯ ସଂଖ୍ୟା ସହ ତୃତୀୟ ସ୍ଥାନରେ ରହିଛି କଟକ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.