Below header

ସୁନ୍ଦରଗଡ଼: ଅଜଣା ଗାଡ଼ି ଧକ୍କାରେ ଦମ୍ପତି ମୃତ

ସୁନ୍ଦରଗଡ଼(କେ ନ୍ୟୁଜ):  ସୁନ୍ଦରଗଡ଼ ଚାନ୍ଦିପୋଷ ଥାନା ଏନ୍‌ଏଚ୍‌-୧୪୩ ଚେଇତା ନିକଟରେ ଅଜଣା ଗାଡ଼ି ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ମୃତକ ଦମ୍ପତି ହାତୀଗଡ଼ା ଗାଁର । ସାଇକେଲରେ ଘରକୁ ଫେରୁଥିବା ବେଳେ ପଛ ପଟୁ ଧକ୍କା ଦେଇଥିଲା ଅଜଣା ଗାଡ଼ି । ଗୁରୁତର ଅବସ୍ଥାରେ ଦମ୍ପତିଙ୍କୁ ଆରଜିଏଚ୍‌ରେ ଭର୍ତ୍ତି କରିଥିଲେ ବିଧାୟକ ଲକ୍ଷ୍ମଣ ମୁଣ୍ଡା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.