Below header

ଭୁବନେଶ୍ୱରରେ ପହଞ୍ଚିଲା ୨.୨୭ ଲକ୍ଷ କୋଭିସିଲ୍ଡ ଟିକା

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱରରେ ପହଞ୍ଚିଲା କରୋନା ଟିକା । ରାଜ୍ୟ ସରକାର ଦେଇଥିବା ଅର୍ଡରରୁ ଆଜି ୨ଲକ୍ଷ ୨୭ହଜାର ୭୫୦ ଡୋଜ୍‌ କୋଭିସିଲ୍ଡ ଟିକା ପହଞ୍ଚିଛି । ସ୍ୱତନ୍ତ୍ର ବିମାନ ଯୋଗେ ସେରମ ଇନଷ୍ଟିଚ୍ୟୁଟରୁ ସିଧାସଳଖ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି ଟିକା । ଏହି ଟିକାକୁ ୧୮-୪୪ ବର୍ଗ ବୟସ୍କଙ୍କୁ ଦିଆଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.