Below header

ଶୂନ ହେଲା ୨ ହଜାର ଆକାଉଣ୍ଟ, ଜମାକାରୀଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ଟଙ୍କା ଲୁଟିନେଲେ ଡାକ କର୍ମଚାରୀ

ମାଲକାନଗିରି(କେ ନ୍ୟୁଜ): ମାଲକାନଗିରି କାଲିମେଳା ଭେଜାଙ୍ଗିୱାଡା ଡାକଘର ବିରୋଧରେ ଗୁରୁତର ଅଭିଯୋଗ । ପୋଷ୍ଟ ଅଫିସରୁ କୋଟି କୋଟି ଟଙ୍କା ଚଳୁ ହୋଇଥିବା ନେଇ ଅଭିଯୋଗ ଉଠିଛି । ଲୋକଙ୍କ କଷ୍ଟ ଉପାର୍ଜିତ ଜମାକୁ ଜାଲ୍‌ ଜମା ଖାତା ଦେଇ ଲୁଟି ନେଇଛନ୍ତି ଡାକ କର୍ମଚାରୀ । ପ୍ରାୟ ୨ ହଜାର

ଜମାକାରୀଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନିଆଯାଇଥିବା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପ୍ରତ୍ୟେକ ଖାତାରେ ୫୦ ହଜାରରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଜମା କରିଥିଲେ ଜମାକାରୀ । ତେବେ ଏହି ଘଟଣା ନେଇ ଥାନାରେ କୌଣସି ଅଭିଯୋଗ କରାଯାଇ ନାହିଁ l

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.