ସରିଲା କଟକ ଐତିହାସିକ ବାଲିଯାତ୍ରା, ବ୍ୟବସାୟୀ ଖୁସି, ଦୁଇ ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ

ସରିଲା କଟକ ଐତିହାସିକ ବାଲିଯାତ୍ରା - ୨୦୨୩। ରେକର୍ଡ ସଂଖ୍ୟକ ବ୍ୟବସାୟ। ବ୍ୟବସାୟୀ ଖୁସି।  ଚଳିତବର୍ଷ ବାଲିଯାତ୍ରାରେ ମୋଟ ଦୁଇ ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ। ଉଭୟ ଉପର ଓ ତଳ ପଡ଼ିଆରେ ୯ ଦିନ ଚାଲିଲା ବାଣିଜ୍ୟର ମହାକୁମ୍ଭ।

ସରିଲା କଟକ ଐତିହାସିକ ବାଲିଯାତ୍ରା – ୨୦୨୩। ରେକର୍ଡ ସଂଖ୍ୟକ ବ୍ୟବସାୟ। ବ୍ୟବସାୟୀ ଖୁସି।  ଚଳିତବର୍ଷ ବାଲିଯାତ୍ରାରେ ମୋଟ ଦୁଇ ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ। ଉଭୟ ଉପର ଓ ତଳ ପଡ଼ିଆରେ ୯ ଦିନ ଚାଲିଲା ବାଣିଜ୍ୟର ମହାକୁମ୍ଭ। ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା ବା ଓରମାସରେ ମଧ୍ୟ ପୁର୍ବ ବର୍ଷର ରେକର୍ଡ ଭାଙ୍ଗିଲା। ଓରମାସରେ ୩୭ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟବସାୟ। ଗତବର୍ଷ ଓର୍ମସରେ ୨୪ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.