ବିବାହ ବନ୍ଧନରେ ବାନ୍ଧି ହେଲେ କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ଵାଳ, କଟକର ଅନନ୍ୟା ପ୍ରିୟଦର୍ଶନୀଙ୍କୁ କଲେ ସାତ ଜନ୍ମର ସାଥୀ

ଗୋପ(କେନ୍ୟୁଜ୍‌): ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ଵାଳ । କୋଣାର୍କ ପୁରୀ ବେଳଭୂମୀ ମାର୍ଗର ଏକ ଘରୋଇ ହୋଟେଲରେ ଗତକାଲି ତାଙ୍କର ବିବାହ ସମ୍ପନ୍ନ ହୋଇଛି।

mrg

ସେ କଟକର ଅନନ୍ୟା ପ୍ରିୟଦର୍ଶନୀଙ୍କୁ ବିବାହ କରିଛନ୍ତି। ବାଜା, ବାଣ ରୋଷଣୀ ସହ ବରଯାତ୍ରୀଙ୍କୁ ନେଇ ହୋଟେଲରେ ପହଁଚିବା ପରେ ପରିବାର ଓ ବନ୍ଧୁ ବାନ୍ଧବଙ୍କ ଗହଣରେ ତାଙ୍କର ବିବାହ କାର୍ଯ୍ୟ ସମ୍ପାଦନ ହୋଇଥିବା ସୂଚନା ମିଳିଛି।

mla

ଦେଖନ୍ତୁ ବିଧାୟକ ସୌଭିକ ବିଶ୍ଵାଳଙ୍କ ଏହି ବିବାହ ଭିଡିଓ:

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.