ମୁଖ୍ୟ ବିଚାରପତିଙ୍କ ଅଦାଲତକୁ ବର୍ଜନ କଲେ ହାଇକୋର୍ଟ ଆଇନଜୀବୀ, ବାର୍‌ ଆସୋସିଏସନ ବୈଠକରେ ହୋଇଛି ନିଷ୍ପତ୍ତି

ମୁଖ୍ୟ ବିଚାରପତିଙ୍କ ଅଦାଲତକୁ ବର୍ଜନ କଲେ ହାଇକୋର୍ଟ ଆଇନଜୀବୀ । ବିଭିନ୍ନ ସମସ୍ୟା ନେଇ ହାଇକୋର୍ଟ ବାର୍‌ ଆସୋସିଏସନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୨୯ ତାରିଖ ଯାଏ ସେମାନେ ମୁଖ୍ୟ ବିଚାରପତିଙ୍କ କୋର୍ଟକୁ ଯିବେ ନାବିଁ । ବାର୍‌ ଆସୋସିଏସନ ପକ୍ଷରୁ ୭ ଜଣ ବରିଷ୍ଠ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରାଯିବ । କମିଟି ନିଷ୍ପତ୍ତି ଅନୁଯାୟୀ ଆଗାମୀ ୨୯ ତାରିଖରେ ଆସୋସିଏସନ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି କହିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.