Browsing Tag

chief justice

ଶପଥ ନେଲେ ଜଷ୍ଟିସ୍ ସଂଜୀବ ଖାନ୍ନା, ଧାରା ୩୭୦, ନିର୍ବାଚନ ବଣ୍ଡ ଉଚ୍ଛେଦ ଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ ସଞ୍ଜୀବ…

ଆଜି ଶପଥ ନେଲେ ଜଷ୍ଟିସ୍ ସଂଜୀବ ଖାନ୍ନା। ସୁପ୍ରିମକୋର୍ଟର ୫୧ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସଂଜୀବ ଖାନ୍ନା। ଦିନ ୧୦ଟାରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ।  ପୂର୍ବତନ ପ୍ରଧାନ ବିଚାରପତି ଡିୱାଇ…

ଏବେ ଆଇନ ଅନ୍ଧ ନୁହେଁ, ସୁପ୍ରିମକୋର୍ଟ ନ୍ୟାୟମୂର୍ତ୍ତିଙ୍କ ଆଖିରୁ ଖୋଲିଲା କଳାପଟି

ଆପଣ ପ୍ରାୟତଃ ଫିଲ୍ମ ସିରିଜରେ ଦେଖିଥିବେ ଯେ କୋର୍ଟରେ ଥିବା 'ନ୍ୟାୟ ଦେବୀ' ପ୍ରତିମୂର୍ତ୍ତିଙ୍କ ଆଖିରେ କଳା ପଟି ବନ୍ଧା ହୋଇଥାଏ, କିନ୍ତୁ ଏବେ ରହି ପ୍ରତିମୂର୍ତ୍ତିରେ ହୋଇଛି ବଡ଼ ଧରଣର ପରିବର୍ତ୍ତନ । ସୁପ୍ରିମକୋର୍ଟ ନ୍ୟାୟ ଦେବୀଙ୍କ ଆଖିରୁ ଖୋଲିଲା କଳା ପଟି । ଭାରତର ସୁପ୍ରିମକୋର୍ଟ…

କେଉଁଠି ଲୁଚିବେ ବାଂଲାଦେଶ ବିଚାରପତି ?

ପ୍ରଧାନମନ୍ତ୍ରୀ ଦେଶ ଛାଡ଼ି ପଳାଇଲେ । ଏବେ ବିଚାରପତିମାନଙ୍କ ପାଳି । ଅନ୍ତରୀଣ ସରକାର ଗଠନ ପରେ ବି ବାଂଲାଦେଶରେ ଥମୁନି ହିଂସା। ପ୍ରଧାନମନ୍ତ୍ରୀ ଗାଦିଚ୍ୟୁତ ହୋଇଥିଲେ। ଆଜି ଇସ୍ତଫା ଦେଲେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି। ସୁପ୍ରିମକୋର୍ଟକୁ ଘେରାଉ କରି ପ୍ରଧାନ ବିଚାରପତିଙ୍କୁ ଇସ୍ତଫା…

ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ, ଶପଥ ପାଠ କରାଇଲେ ରାଜ୍ୟପାଳ

କଟକ (କେନ୍ୟୁଜ): ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ । ରାଜ୍ୟପାଳ ରଘୁବର ଦାସ ଶପଥ ପାଠ କରାଇଛନ୍ତି। ହାଇକୋର୍ଟ ପୁରୁଣା ବିଲ୍ଡିଂର ପୂର୍ବଭାଗ ଲନରେ ଆୟୋଜିତ ହୋଇଥିଲା ଶପଥ ଗ୍ରହଣ ସମାରୋହ । ପାଟନା ହାଇକୋର୍ଟରେ ବରିଷ୍ଠ ବିଚାରପତି ଥିଲେ ଜଷ୍ଟିସ ସିଂ।…

ଅବସର ନେଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର, ମୁଖ୍ୟ ବିଚାରପତି ହେଲେ ଡକ୍ଟର ଜଷ୍ଟିସ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀ

କଟକ (କେନ୍ୟୁଜ): ଡ଼କ୍ଟର ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓଡିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଆଜିଠାରୁ କାର୍ଯ୍ୟ ସମ୍ପାଦନ କରିବେ। ଡ଼କ୍ଟର ଜଷ୍ଟିସ ଷଡ଼ଙ୍ଗୀଙ୍କୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରିଥିଲେ ରାଷ୍ଟ୍ରପତି। ଓଡିଶା ହାଇକୋର୍ଟର ମୁଖ୍ୟ…

ମହିଳାଙ୍କ ମାସିକ ସମସ୍ୟା ସମୟରେ ମୁଁ ଘରୁ କାମ କରିବାକୁ ଅନୁମତି ଦେଇଥାଏ : ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି

ବେଙ୍ଗାଲୁର : ମହିଳାଙ୍କ ମାସିକ ଋତୁସ୍ରାବ ସମୟରେ ମୁଁ ମୋର ମହିଳା କର୍ମଚାରୀଙ୍କୁ ଘରୁ କାମ କରିବାକୁ ଦେଇଥାଏ । ଏମିତି କହିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୂଡ଼ । ବେଙ୍ଗାଲୁରର ଏକ ଜାତୀୟ ଆଇନ ବିଦ୍ୟାଳୟ ସମାରୋହରେ ଭାଷଣ ଦେଇ ମହିଳାଙ୍କ ସମସ୍ୟା ଉପରେ ଏପରି…

ଓଡିଶା ହାଇକୋର୍ଟର ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ ଡ଼କ୍ଟର ଜଷ୍ଟିସ ଏସ ମୁରଲୀଧରଙ୍କ ନାମ,…

କଟକ(କେନ୍ୟୁଜ୍): ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ଏସ ମୁରଲୀଧର ଆଜି ଅଵସର ନେଇଛନ୍ତି। ଦୀର୍ଘ ୩୧ ମାସ ମଧ୍ୟରେ ଓଡିଶା ହାଇକୋର୍ଟରେ ସେ ଆଣିଥିବା ପରିବର୍ତ୍ତନ ପାଇଁ ଓଡିଶା ହାଇକୋର୍ଟର ଇତିହାସରେ ତାଙ୍କର ନାମ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ। ସେ କହିଥିଲେ,…

ଓଡ଼ିଶା ଆସୁଛନ୍ତି ପ୍ରଧାନ ବିଚାରପତି, କଟକ ସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ 

କେନ୍ୟୁଜ୍(ବ୍ୟୁରୋ):   ଓଡ଼ିଶା ଆସୁଛନ୍ତି ପ୍ରଧାନ ବିଚୀରପତି। ଆସନ୍ତା ୧୭ ତାରିଖରେ ଓଡିଶା ଆସିବେ ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ। କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ।…

ହାଇକୋର୍ଟରେ ନିଯୁକ୍ତ ହେଲେ ଆଉ ଜଣେ ନୂଆ ବିଚାରପତି, କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ

କଟକ(କେନ୍ୟୁଜ୍):ଓଡିଶା ହାଇକୋର୍ଟରେ ନିଯୁକ୍ତ ହେଲେ ଆଉ ଜଣେ ନୂଆ ବିଚାରପତି। ସଞ୍ଜୟ କୁମାର ମିଶ୍ର ହେଲେ ହାଇକୋର୍ଟ ବିଚାରପତି। କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ ଏ ନେଇ ବିଜ୍ଞପ୍ତି ପ୍ରକାଶିତ…

ଆସନ୍ତାକାଲି ଏକାଠି ହେବେ ହାଇକୋର୍ଟ ମୁଖ୍ୟ ବିଚାରପତି ଓ ମୁଖ୍ୟମନ୍ତ୍ରୀ, ବିଭିନ୍ନ କୋର୍ଟରେ ଥିବା ସମସ୍ୟା ସମ୍ପର୍କରେ…

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତାକାଲି ବିଜ୍ଞାନ ଭବନରେ ଏକାଠି ହେବ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ। ଏ ନେଇ ଦିଲ୍ଲୀ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟବିଚାରପତି ଓ ମୁଖ୍ୟମନ୍ତ୍ରୀମାନଙ୍କ ମିଳିତ ସମ୍ମିଳନୀକୁ ଉଦଘାଟନ କରିବେ…

ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଏସ ମୁରଲୀଧର, ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ ପରେ ମିଳିଲା…

କେନ୍ୟୁଜ୍(ବ୍ୟୁରୋ): ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ପଞ୍ଜାବ ହରିଆନା ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ ମୁରଲୀଧର। ସୁପ୍ରିମକୋର୍ଟଙ୍କ କଲେଜିୟମ ଏହି ସୁପାରିଶ କ୍ରମେ ଓ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ଆଇନ ବିଭାଗ ଏ ନେଇ ବିଜ୍ଞପ୍ତି ଜାରି କରିଛି। ଓଡ଼ିଶା ହାଇକୋର୍ଟର…