ରାଜସ୍ଥାନ ହାଇକୋର୍ଟରେ ପଶିଲା କରୋନା, ମୁଖ୍ୟ ବିଚାରପତି ଇନ୍ଦ୍ରଜିତ୍ ମାହାନ୍ତି କରୋନାରେ ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ): ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ କରୋନା । ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତି କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି। ତାଙ୍କ ସଂସ୍ପର୍ଷରେ ଆସିଥିବା ୧୦୦ ଜଣ କୋର୍ଟ କର୍ମଚାରୀଙ୍କ ସ୍ବାବ ନମୂନା ଟେଷ୍ଟ  କରାଯିବ। ପରେ ସେମାନଙ୍କୁ ହୋମ ଆଇସୋଲେସନ କିମ୍ବା କୋଭିଡ ହସ୍ପିଟାଲକୁ ସ୍ଥନାନ୍ତର କରାଯିବ। ତେବେ ଟ୍ବିଟ ମାଧ୍ୟମରେ ମୁଖ୍ୟ ବିଚାରପତିଙ୍କ ଅଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.