ଓଡିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ ମହମ୍ମଦ ରଫିକ୍, ନାଁ ସୁପାରିଶ କରିଥିଲେ ସୁପ୍ରିମକୋର୍ଟଙ୍କ କଲେଜିୟମ୍ କମିଟି

କେନ୍ୟୁଜ(ବ୍ୟୁରୋ): ଓଡିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହେଲେ ଜଷ୍ଟିସ ମହମ୍ମଦ ରଫିକ୍ । ତାଙ୍କ ନାଁ ସୁପାରିଶ କରିଥିଲେ ସୁପ୍ରିମକୋର୍ଟଙ୍କ କଲେଜିୟମ୍ କମିଟି ‌ । ଜଷ୍ଟିସ ରଫିକ ବର୍ତ୍ତମାନ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଅଛନ୍ତି । ତାଙ୍କୁ ଓଡ଼ିଶା ହାଇକୋର୍ଟକୁବଦଳି କରିବା ପାଇଁ ସୁପ୍ରିମକୋର୍ଟଙ୍କ କଲେଜିୟମ୍‌ ସୁପାରିଶ କରିଥିଲେ । ଜଷ୍ଟିସ ମହମ୍ମଦ ରଫିକ୍‌ ହେଉଛନ୍ତି ରାଜସ୍ଥାନର ମୂଳ ବାସିନ୍ଦା । ୨୦୦୮ରେ ସେ ରାଜସ୍ଥାନ ହାଇକୋର୍ଟର ବିଚାରପତି ଭାବରେ ନିଯୁକ୍ତି ପାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.