ବିଜେପିରେ ଖୁସି ନାହାନ୍ତି ଦାମ ରାଉତ : ପୁଅ ସମ୍ବିତଙ୍କ ବଡ଼ ବୟାନ

ଭୁବନେଶ୍ବର : ବରିଷ୍ଠ ନେତା ଦାମୋଦର ରାଉତଙ୍କ ରାଜନୈତିକ ଭବିଷ୍ୟତ ଉପରେ ପ୍ରତିକ୍ରିୟା ରଖିଛନ୍ତି ପୁଅ ସମ୍ବିତ୍‌ ରାଉତରାୟ। ସେ କହିଛନ୍ତି, ଦାମ ରାଉତ ଜଣେ ଡିସପୋଜେବୁଲ ଆଇଟମ ନୁହଁନ୍ତି । ଦାମ ରାଉତ ବିଜେଡିକୁ ଫେରିବା ପ୍ରସଙ୍ଗରେ ଉତ୍ତରେ ସେ କହିଛନ୍ତି, ରାଜନୀତିରେ ସବୁ କିଛି ସମ୍ଭବ। ବିଜେଡି ସୁପ୍ରିମୋ ଚାହିଁଲେ ସେ ଦଳକୁ ଫେରିବେ । ମୁଁ ଅନୁଭବ କରଛି ସେ ବିଜେପିରେ ଖୁସି ନାହାନ୍ତି। ସମ୍ବିତଙ୍କର ଏହି ମନ୍ତବ୍ୟ ପରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.