Below header

କରୋନା ପାଇଁ ଭୁବନେଶ୍ବରର ସବୁ ଡ୍ୟାନ୍ସ ବାର୍‌ରେ ଲାଗିଲା କଟକଣା, ନୃତ୍ୟ ପରିବେଷଣ ବନ୍ଦ

କେନ୍ୟୁଜ୍(ବ୍ୟୁରୋ):  କରୋନା ପାଇଁ ଡ୍ୟାନ୍ସ ବାର୍‌ରେ ଲାଗିଲା କଟକଣା । ନୃତ୍ୟ ପରିବେଷଣ ବନ୍ଦ । କେବଳ ଲୋକ ମଦ ପିଇ ପାରିବେ । ରାଜ୍ୟ ଅବକାରୀ ବିଭାଗ ଏହି ନିଷ୍ପତ୍ତି ନେଇଛି । ଏନେଇ ସବୁ ଡ୍ୟାନ୍ସ ବାରକୁ ୧୬ ତାରିଖ ସନ୍ଧ୍ୟାଠାରୁ ବନ୍ଦ କରି ଦିଆଯାଇଛି । ସବୁ ପ୍ରକାର ନୃତ୍ୟ ପରିବେଷଣକୁ ବନ୍ଦ କରି ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.