ମୁକୁଳା ଡ୍ରେନରେ ପଡି ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ

କଟକରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ମୁକୁଳା ଡ୍ରେନରେ ପଡି ଜଣେ ବ୍ୟକ୍ତିଙ୍କର ଜୀବନ ଯାଇଛି । କଟକ ମାଲଗୋଦାମ ଗୁଡସେଡ ରୋଡ କଡ ନାଳରୁ ଯୁବକଂକ ମୃତଦେହ ଉଦ୍ଧାର ହୋଇଛି ।

କଟକ: କଟକରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ମୁକୁଳା ଡ୍ରେନରେ ପଡି ଜଣେ ବ୍ୟକ୍ତିଙ୍କର ଜୀବନ ଯାଇଛି । କଟକ ମାଲଗୋଦାମ ଗୁଡସେଡ ରୋଡ କଡ ନାଳରୁ ଯୁବକଂକ ମୃତଦେହ ଉଦ୍ଧାର ହୋଇଛି ।

ତେବେ ମୃତ ଯୁବକଂକ ପରିଚୟ ଜଣାପଡିନି। କିଭଳି ଓ କେଉଁ ପରିସ୍ଥିତିରେ ତାଂକର ମୃତ୍ୟୁ ହେଲା ସେନେଇ କାରଣ ଜଣାପଡିନି। ଚାଉଳିଆଗଞ୍ଜ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.