Below header

ଦେବଗଡ ପାହାଡ଼ ଉପରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତ ଦେହ, କାରଣ ଅସ୍ପଷ୍ଟ

ରାୟଗଡା ଦେବଗଡ ପାହାଡରୁ ଜଣେ କଲେଜ ପଢ଼ୁଆ ଝିଅଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଦେହ ପାହାଡ ଉପରେ ଥିବା ଏକ ପୋଖରୀରୁ ଉଦ୍ଧାର ହୋଇଛି । ଝିଅ ଜଣକ କଲ୍ୟାଣସିଂହପୁର ମେସରେ ରହି ପାଠ ପଢ଼ୁଥିଲେ । ତେବେ କେଉଁ କାରଣରୁ ମୃତ୍ୟୁ ହୋଇଛି ।

କେନ୍ୟୁଜ(ବ୍ୟୁରୋ) : ରାୟଗଡା ଦେବଗଡ ପାହାଡରୁ ଜଣେ କଲେଜ ପଢ଼ୁଆ ଝିଅଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଦେହ ପାହାଡ ଉପରେ ଥିବା ଏକ ପୋଖରୀରୁ ଉଦ୍ଧାର ହୋଇଛି । ଝିଅ ଜଣକ କଲ୍ୟାଣସିଂହପୁର ମେସରେ ରହି ପାଠ ପଢ଼ୁଥିଲେ । ଯୁବତୀ ଜଣକ ଦୁଇ ଦିନ ହେଲା ନିଖୋଜ ଥିଲେ । ତେବେ କେଉଁ କାରଣରୁ ମୃତ୍ୟୁ ହୋଇଛି । ମୃତ ଦେହ ସେଠାକୁ କିପରି ଗଲା ଏହା ସନ୍ଦେହ ଘେରରେ ରହିଛି । ପୋଲିସ ମୃତ ଦେହ ଜବତ କରି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.