ଧାନ ବିଲରେ ପଡିଛି ଛୁଆହାତୀର ମୃତଦେହ: କେମିତି ହେଲା ମୃତ୍ୟୁ? କାରଣ ଅସ୍ପଷ୍ଟ

ବ୍ରହ୍ମପୁର(କେନ୍ୟୁଜ୍): ଧାନ ବିଲରେ ପଡିଛି ଛୁଆହାତୀର ମୃତଦେହ । ଗଞ୍ଜାମ ଜିଲ୍ଲା ବୁଗୁଡା ବନାଞ୍ଚଳ ବେଲପଡା ଗାଁ ନିକଟରେ ଥିବା ଧାନ କ୍ଷେତରେ ପଡିଛି ମୃତଦେହ । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ବର୍ତ୍ତମାନ ସୁଦ୍ଧା କୌଣସି ବନ କର୍ମଚାରୀ ପହଞ୍ଚି ନଥିବା ଜଣାପଡିଛି । କେଉଁ ପରିସ୍ଥିତିରେ ହାତୀଟିର ମୃତ୍ୟୁ ହେଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.