Browsing Tag

dead elephant found

ଧାନ ବିଲରେ ପଡିଛି ଛୁଆହାତୀର ମୃତଦେହ: କେମିତି ହେଲା ମୃତ୍ୟୁ? କାରଣ ଅସ୍ପଷ୍ଟ

ବ୍ରହ୍ମପୁର(କେନ୍ୟୁଜ୍): ଧାନ ବିଲରେ ପଡିଛି ଛୁଆହାତୀର ମୃତଦେହ । ଗଞ୍ଜାମ ଜିଲ୍ଲା ବୁଗୁଡା ବନାଞ୍ଚଳ ବେଲପଡା ଗାଁ ନିକଟରେ ଥିବା ଧାନ କ୍ଷେତରେ ପଡିଛି ମୃତଦେହ । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ବର୍ତ୍ତମାନ ସୁଦ୍ଧା କୌଣସି ବନ କର୍ମଚାରୀ ପହଞ୍ଚି ନଥିବା ଜଣାପଡିଛି ।…

ଭଞ୍ଜନଗରରେ ହାତୀର ଦାନ୍ତ କାଟିନେବା ଘଟଣା, ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ୩ ଅଟକ

ଭଞ୍ଜନଗର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ହାତୀର ଦାନ୍ତ କାଟିନେବା ଘଟଣାରେ ମୃତ ହାତୀର ଶବ ବ୍ୟବଚ୍ଛେଦ କରିଛି ବନ ବିଭାଗ । ରିପୋର୍ଟ ଆସିବା ପରେ ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଉତ୍ତର-ଘୁମୁସର ବନଖଣ୍ଡର ବେଲଗୁଣ୍ଠା ସେକ୍ସନ କନ୍ଧନୂଆଁ ପଲ୍ଲୀ ଗାଁ ନିକଟରେ…

କଳାହାଣ୍ଡି: ୧୧କେଭି ବିଦ୍ୟୁତ୍‌ ତାର ଲାଗି ମାଈ ହାତୀର ମୃତ୍ୟୁ

କଳାହାଣ୍ଡି(କେନ୍ଯୁଜ୍): ବିଦ୍ୟୁତ୍‌ ତାର ଲାଗି ମାଈ ହାତୀର ମୃତ୍ୟୁ। କଳାହାଣ୍ଡି ଜିଲ୍ଲାର ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜର ଜାମପଡାଠାରେ ଚାଷ ଜମିରେ ଏହି ଅଘଟଣ ଘଟିଛି। ୧୧କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ବନବିଭାଗ ପହଁଞ୍ଚି…

କଟକ ଜିଲ୍ଲା ନରସିଂହପୁର ବାରାସିଂଘାରୁ ମିଳିଲା ହାତୀର କଙ୍କାଳ, ମାଟି ଖୋଳି ଉଦ୍ଧାର କଲା STF

ନରସିଂହପୁର(କେନ୍ଯୁଜ୍): କଟକ ଜିଲ୍ଲା ନରସିଂହପୁର ବାରାସିଂଘାରୁ ମିଳିଲା ହାତୀର କଙ୍କାଳ । ଜେସିବି ଲଗାଇ ମାଟି ଖୋଳି ହାତୀର ମୃତଦେହକୁ ଉଦ୍ଧାର କରିଛି STF । ହାତୀ ମୃତ୍ୟୁକୁ ନେଇ ଏସଟିଏଫ୍‌ ଓ ବନକର୍ମଚାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ହାତୀକୁ ମାରି…

ଟାଙ୍ଗୀ ବନାଞ୍ଚଳ ଖଜୁରିପଡା ଇଛାବତୀ ମୌଜା ଝର ପୋଖରୀ ନିକଟରୁ ମାଈ ହାତୀର ମୃତଦେହ ଉଦ୍ଧାର

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ବନାଞ୍ଚଳ ଅଧୀନସ୍ଥ ଖଜୁରିପଡା ଇଛାବତୀ ମୌଜା ଝର ପୋଖରୀ ନିକଟରୁ ଏକ ମୃତ ମାଈ ହାତୀ ଉଦ୍ଧାର । ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ ଜାରି ରଖିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଦିନକୁ ଦିନ ହାତୀ ମୃତ୍ଯୁ ବଢିବାକୁ…