Below header

କୁଆଖାଇ ନଦୀ ପଠାରୁ ମିଳିଲା ଯୁବକର ମୃତଦେହ, ଝୁଲନ୍ତା ଅବସ୍ଥାରେ ଉଦ୍ଧାର

ନିଆଳି (କେ ନ୍ୟୁଜ୍‌) : କଟକ ଜିଲ୍ଲା ପ୍ରତାପ ନଗରୀ ନିକଟ କୁଆଖାଇ ନଦୀ ପଠାରୁ ଯୁବକର ମୃତଦେହ ଉଦ୍ଧାର । ଏକ ଗଛରେ ଓହଳିଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ଗାଁର କିଛି ଯୁବକ ତାକୁ ଦେଖି ପୋଲିସ୍‌କୁ ଖବର ଦେଇଥିଲେ । ତେବେ ତାର ପରିଚୟ ଜଣାପଡ଼ି ନାହିଁ । ଯୁବକର ଶବଟି ପଚି ଦୁର୍ଗନ୍ଧ ହେଉଛି । ସେପଟେ ତାର ପାଦ ଦୁଇଟି ମାଟିରେ ଲାଗିଥିବାରୁ ସେ ଆତ୍ମହତ୍ୟା କରିଛି ନା ତାକୁ ହତ୍ୟା କରାଯାଇ ଏଠି ଟାଙ୍ଗି ଦିଆଯାଇଛି ତାକୁ ନେଇ ପୋଲିସ୍‌ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.