Below header

ଆଳି ରାଜମାତା ତଥା ଶିଳ୍ପମନ୍ତ୍ରୀ ପ୍ରତାପ ଦେବଙ୍କ ମା’ ସୁଶ୍ରୀ ଦେବୀଙ୍କ ପରଲୋକ

ଆଳି ରାଜମାତା ସୁଶ୍ରୀ ଦେବୀଙ୍କ ପରଲୋକ । କଟକ ସ୍ଥିତ ବାସଭବନରେ ୭୩ ବର୍ଷ ବୟସରେ ପରଲୋକ ହୋଇଛି ।

ଆଳି (କେନ୍ୟୁଜ): ଆଳି ରାଜମାତା ସୁଶ୍ରୀ ଦେବୀଙ୍କ ପରଲୋକ । କଟକ ସ୍ଥିତ ବାସଭବନରେ ୭୩ ବର୍ଷ ବୟସରେ ପରଲୋକ ହୋଇଛି । ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ମାଆ ସୁଶ୍ରୀ ଦେବୀ । ଆଳିର ପୂର୍ବତନ ବିଧାୟିକା ଥିଲେ ରାଜମାତା ସୁଶ୍ରୀ ଦେବୀ । ରାଜ୍ୟସଭାର ସାଂସଦ ମଧ୍ୟ ଥିଲେ ସୁଶ୍ରୀ ଦେବୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.