Below header

ବଲାଙ୍ଗିରର ଦେବଦତ୍ତ ଚାନ୍ଦ ହେଲେ ବ୍ୟାଙ୍କ ଅଫ୍‌ ବରୋଦାର ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ବଲାଙ୍ଗିର: ବଲାଙ୍ଗିରର ଦେବଦତ୍ତ ଚାନ୍ଦ ହେଲେ ବ୍ୟାଙ୍କ ଅଫ୍‌ ବରୋଦାର ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ । ଏହି ପଦବୀରେ ସେ ୩ ବର୍ଷ କାମ କରିବେ । ଏବେ ସେ ମୁମ୍ବାଇରେ ଅଛନ୍ତି ।

ଏହା ପୂର୍ବରୁ ସେ ସେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଭାବେ ମୁମ୍ବାଇରେ କାର୍ଯ୍ୟ କରୁଥିଲେ । ସେ ସିଡ୍‌ବିରେ ମଧ୍ୟ କାର୍ଯ୍ୟ କରିଛନ୍ତି । ବଲାଙ୍ଗିର ପିଆର ହାଇସ୍କୁଲ ଓ ଭୁବନେଶ୍ୱରର ସିଏଇଟି ରେ ପାଠ ପଢୁଥିଲେ । ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ ଓ ମାର୍କେଟ୍‌ ରିସ୍କ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଗଭୀର ଜ୍ଞାନ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.