ଆଜି ମାଲକାନଗିରି ଯିବେ ଡିଜିପି, ମାଓ ହିଂସା ରୋକାଯିବା ନେଇ ପ୍ରସ୍ତୁତ ହେବ ବ୍ଲୁପ୍ରିଣ୍ଟ

ଆଜି ମାଲକାନଗିରି ଯିବେ DGP । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ ।

ଭୁବନେଶ୍ୱର : ଆଜି ମାଲକାନଗିରି ଯିବେ DGP । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ । ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଦବଦବା ନଥିଲେ ସୁଦ୍ଧା ସୀମାନ୍ତ ଛତିଶଗଡ଼ରେ ମାଓବାଦୀ ସ୍ଥିତି ବେଶ ସୁଦୃଢ଼ ରହିଛି। ତେଣୁ ନିର୍ବାଚନ ସମୟରେ ମାଓ ହିଂସା ରୋକାଯିବା ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବ ।

ଆସନ୍ତା ୧୯ ତାରିଖରେ ଛତିଶଗଡରେ ନିର୍ବାଚନ ହେବ । ତେଣୁ ସୁରକ୍ଷା କର୍ମୀ କିଭଳି ସୀମାନ୍ତ ଅଞ୍ଚଳରେ ଅପରେସନ ଜୋରଦାର କରିବେ ସେଥିପାଇଁ BSF ଏବଂ ଜିଲ୍ଲା ପୋଲିସ ଅଧିକାରୀ ଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.