Below header

ଇଏ କିଭଳି ସମ୍ମାନ, ଭୁଲିଗଲେ ଚଳିବ କି  ?

ଭୁବନେଶ୍ବର (କେନ୍ୟୁଜ୍) : କମିଶନରେଟ୍ ପୋଲିସର ଏକ କାର୍ଯ୍ୟକ୍ରମ ବେଳେ ପୋଲିସ୍ ବ୍ୟାଣ୍ଡରେ ସାମିଲ ଜଣେ କର୍ମଚାରୀ ନିଜର ପଗଡ଼ିକୁ ଠିକ୍ ତାଙ୍କ ଗୋଡ଼ ତଳେ ରଖି ଦେଇଥିଲେ । ହୁଏତ ଭୁଲି ଯାଇଥିଲେ ଏହି ପଗଡ଼ିରେ ରହିଛି ଅଶୋକଚକ୍ର । ଯାହା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଆମ କର୍ତ୍ତବ୍ୟ । ଏ ସମ୍ପର୍କରେ ସଚେତନ ହେବା ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.