ଫନିରେ ପ୍ରଭାବିତ ହୋଇଛନ୍ତି ୧୧୮୮ ଜଣ ଲାଇଫଗାର୍ଡ, ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଲା ୧୦ ହଜାର ଲେଖାଏଁ ଆର୍ଥିକ ସହାୟତା

ଫନିରେ ପ୍ରଭାବିତ ପୁରୀ ଓ କୋଣାର୍କରେ ୧୧୮୮ ଜଣ ଲାଇଫଗାର୍ଡ, ଗାଇଡ ଓ ଫଟୋଗ୍ରାଫରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ । ସେମାନଙ୍କ ଆକାଉଣ୍ଟକୁ ସିଧାସଳଖ ମୋଟ ୧୧ ଲକ୍ଷ ୮୧ ହଜାର ଟଙ୍କା ପଠାଯାଇଛି । ଏନେଇ ପୁରୀ ଟାଉନ ହଲରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସମୁଦ୍ରକୂଳ ସଫା ରଖିବା ସହ ପର୍ଯ୍ୟଟକଙ୍କୁ ଉତ୍ତମ ଆଚରଣ ଓ ବ୍ୟବହାର ପ୍ରଦର୍ଶନ ପାଇଁ ଜିଲ୍ଲାପାଳ ସେମାନଙ୍କୁ ପରାମର୍ଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.