Below header

ମା ଗଜଲକ୍ଷ୍ମୀଙ୍କ ପୂଜା ବେଳେ ପାଗଳ କୁକୁରର ଆତଙ୍କ, ୧୫ ଜଣଙ୍କୁ କାମୁଡି କଲା ଗୁରୁତର

ଢେଙ୍କାନାଳ : ମା ଗଜଲକ୍ଷ୍ମୀଙ୍କ ପୂଜା ବେଳେ ପାଗଳ କୁକୁରର ଆତଙ୍କ । କାଞ୍ଚନ ବଜାର, ବାଜିଚୌକରେ ପ୍ରାୟ ୧୫ ଜଣଙ୍କୁ ପାଗଳ କୁକୁର କାମୁଡିଛି । ଫଳରେ ଲୋକେ ଯାତ୍ରା ଯିବାକୁ ଭୟ କରୁଛନ୍ତି । ସେପଟେ କୁକୁର କାମୁଡାରେ ଆହତ ହୋଇ ଲୋକେମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଚାଲିଛି । ତେବେ ଡାକ୍ତରଖାନାରେ କୁକୁର କାମୁଡା ଇଞ୍ଜେକସନ ନମିଳିବାରୁ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.