ଛାତି ବିନ୍ଧା ହେଉଥିଲା, ଦେଇ ଦେଲେ କୁକୁର କାମୁଡ଼ା ଇଞ୍ଜେକସନ
କେନ୍ଦ୍ରାପଡା: ଛାତି ବିନ୍ଧା ହେଉଥିଲା, ଦେଇ ଦେଲେ କୁକୁର କାମୁଡ଼ା ଇଂଜେକ୍ସନ । ଛାତି ବିନ୍ଧା ଯୋଗୁଁ ଛଟପଟ ହେଉଥିବା ରୋଗୀଙ୍କୁ ଦେଇଦେଲେ କୁକୁର କାମୁଡ଼ା ଇଂଜେକ୍ସନ । ଡାକ୍ତର ନୁହେଁ ଫାର୍ମାସିଷ୍ଟ ଦେଲେ ଇଞ୍ଜେକସନ । ଯାହାକୁ ନେଇ କେନ୍ଦ୍ରାପଡ଼ା କରିଲୋପାଟଣାରେ ଚର୍ଚ୍ଚାର ବିଷୟ ହୋଇଛି ।…