Below header

ବ୍ରହ୍ମପୁର: ପୁଣି କୁକୁର ପାଟିରେ ନବଜାତ ଶିଶୁ, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ଗଞ୍ଜାମ(କେନ୍ୟୁଜ୍): ପୁଣି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଲିଛି ବ୍ରହ୍ମପୁର ଏମକେସିଜି ମେଡିକାଲରେ। ଏକ ନବଜାତ ଶିଶୁକୁ ଏକ କୁକୁର ପାଟିରେ କାମୁଡି ନେଇଥିବାର ଫଟୋ  ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏତେ ସୁରକ୍ଷା ବ୍ୟବସ୍ଥା ଭିତରେ କୁକୁର କେମିତି ଛୁଆକୁ ପାଇଲା । ଛୁଆଟି ଜୀବିତ ନା ମୃତ । ଯଦି ମୃତ ତାହାଲେ କର୍ତ୍ତୃପକ୍ଷ ପୋତି ନଥିଲେ କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।  ଏବିଷୟରେ ହସ୍ପିଟାଲ କର୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.